ରାଜ୍ୟ ମହିଳା କମିସନ୍‌ରେ ୬ ସଦସ୍ୟାଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

0 78

ଭୁବନେଶ୍ୱର : ରାଜ୍ୟ ମହିଳା କମିସନ୍‌ର ସଦସ୍ୟା ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ନାମ ଆଜି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ସଦସ୍ୟ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ହେଲେ ସ୍ୱର୍ଣ୍ଣଲତା ସାମଲ, ସୁଜାତା ଦିଗାଲ, ବିଜୟା ବରୱା, ସ୍ୱାଗତିକା ମହାନ୍ତି, ବବିତା ସ୍ୱାଇଁ ଓ ବିଥିକା ସ୍ୱାଇଁ । ନିଯୁକ୍ତି ପାଇଥିବା ସଦସ୍ୟାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

12 − 11 =