ଡ୍ରେନେଜ ସମସ୍ୟାରୁ ଜମୁଛି କାଦୁଅ ପାଣି

0 283

କଣ୍ଟାବାଞ୍ଜି: ଜଳ ନିଷ୍କାସନ ପାଇଁ ଯଥେଷ୍ଠ ଡ୍ରେନେଜ ବ୍ୟବସ୍ଥା ନ ରହିଥିବାରୁ ଅଳ୍ପ ବର୍ଷାରେ କାଦୁଅ ପାଣି ଜମୁଛି । ସହରର ଅଧିକାଂଶ ନାଳ ପାଣି ୱାର୍ଡ ନଂ ୮ର ଅଶୋକ ନଗର ମା ଗୁଡ଼ି ମନ୍ଦିରରେ ଦୁର୍ଗନ୍ଧ ପାଣି ଜମିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଳ୍ପ ବର୍ଷାରେ ବନ୍ଦ ଭଳିଆ ପରିସ୍ଥିତିର ସାମ୍ନା କରୁଛନ୍ତି । ନାଳ ପାଣିରେ ଦୁର୍ଗନ୍ଧ ହେବା ସାଙ୍ଗେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ଭାବନା ବିଷୟରେ ଚିନ୍ତା କରୁଛନ୍ତି ପଡାବାସି । ଗୁଡ଼ି ମନ୍ଦିର ସ୍ଥଳକୁ ସ୍ୱଚ୍ଛ ନିର୍ମଳ ରଖିବା ପାଇଁ ଉତ୍ତମ ଜଳ ନିଷ୍କାସନ ରାସ୍ତା ପାଇଁ ଏନଏସି କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ନେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two + thirteen =