ସରିଲା ବିଧାନସଭାର ଶୀତ ଅଧିବେଶନ

0 80

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ବୁଧବାର ଶେଷ ହୋଇଛି। ଏଥର ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହ ବନ୍ଦ ହୋଇଛି। ତେବେ ଅନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଏହି ଅଧିବେଶନରେ ୧୬ଟୁ ମାତ୍ର ୧୨ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ଅତିରିକ୍ତ ବଜେଟ୍‌ ପାରିତ ହୋଇଛି। ୨ଟି ସରକାରୀ ବିଲ୍‌ ପାରିତ ସହ ୧୦ଟି ବେସରକାରୀ ବିଲ୍‌ ଆଗତ ହୋଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବାବେଳେ ୧୧ ତାରିଖରୁ ଗୃହକାର୍ଯ୍ୟ ଶେଷ ହୋଇଯାଇଛି।

hiranchal ad1
Leave A Reply

Your email address will not be published.

20 − 9 =