୨ ଦିନ କମିଥିଲା,ପୁଣି ବଢିଲା ସୁନା ଦର

0 101

ଭୁବନେଶ୍ୱର : ୨ ଦିନ ସୁନା ଦାମ୍‌ ହ୍ରାସ ହୋଇଥିବା ବେଳେ ସେପ୍ଟେମ୍ବର ୧୯ ଅର୍ଥାତ୍‌ ଶୁକ୍ରବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୧୧,୩୩୦ ଟଙ୍କା ରହିଛି । ଗତକାଲି ୧,୧୧,୧୭୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ବୃଦ୍ଧି ହୋଇଛି ।

hiring

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୨,୦୫୦ ଟଙ୍କା ରହିଛି । ଗତକାଲି ୧,୦୧,୯୦୦ ଟଙ୍କା ଥିଲା । ଏଥିରେ ୧୫୦ ଟଙ୍କା ବୃଦ୍ଧି ହୋଇଛି ।

hiranchal ad1
Leave A Reply

Your email address will not be published.

12 + 4 =