ଆବାସିକ କମିଶନର ପଦବୀରୁ ହଟିଲେ ଆଇପିଏସ ରବି କାନ୍ତ

0 64

ଭୁବନେଶ୍ୱର: ରାଜ୍ୟର ଭାଜପା ସରକାର ଆଜି ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ଆଇପିଏସ ରବି କାନ୍ତଙ୍କୁ ହଟାଇ ଦେଇଛନ୍ତି । । ତେବେ ନୂଆଦିଲ୍ଲୀରେ କାର୍ଯ୍ୟରତ ଆଇଏଏସ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି ।

hiring

ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୮ ବ୍ୟାଚ ଆଇପିଏସ ରବି କାନ୍ତ ଏବେ ଆବାସିକ କମିଶନର ଅଛନ୍ତି। ରବି କାନ୍ତଙ୍କ ପୂର୍ବରୁ ଆଶିଷ ସିଂଙ୍କୁ ଓଏସ୍‌ଡି ଭାବେ ବଦଳି ହୋଇଥିଲା।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ମଧ୍ୟ ଗୃହ ବିଭାଗ ଓଏ୍‌ସଡି ଭାବେ ନିଯୁକ୍ତି ଦିଆଯାଇଥିଲା।

hiranchal ad1
Leave A Reply

Your email address will not be published.

four × 3 =