ଶିଶୁକୁ ହତ୍ୟା କରି ପୋତିଦେଲେ

0 74

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ ପି ଭି ୮୩ ଗ୍ରାମରେ ଏକ ନବଜାତ ଶିଶୁର ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ ପି ଭି ୮୩ ଗ୍ରାମର ଶ୍ୟାମଳା ପାଇକର ଜୁଲାଇ ୨ ତାରିଖରେ ଏକ ଶିଶୁ ପୁତ୍ରଜନ୍ମ ହୋଇଥିଲା । ତେବେ ସକାଳ ସମୟରେ ଶିଶୁ ପୁତ୍ରକୁ ହତ୍ୟା କରାଯିବା ସହ ଶିଶୁର ମୃତଦେହକୁ ପାଖ ଜଙ୍ଗଲରେ ପୋତିଦେଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଏ ନେଇ ଥାନାରେ କୌଣସି ଲିଖିତ ହୋଇନଥିବା ବେଳେ ମୋଟୁ ପୁଲିସ ଏନେଇ ସୂଚନା ପାଇଥିବା କହିଛି।

hiranchal ad1
Leave A Reply

Your email address will not be published.

nine + seventeen =