ସାମ୍ବାଦିକଙ୍କ ମାତୃ ବିୟୋଗ

0 134

ସୁବର୍ଣ୍ଣପୁର : ଗତକାଲି ବରିଷ୍ଠ ସାମ୍ବାଦିକ ଦିଲିପ ପାତ୍ରଙ୍କ ମାଁ ଡାଲ୍ଲାମା ଦେବୀଙ୍କର ୯୨ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଆମାୟିକ ଓ ଧର୍ମପରାୟଣ ମହିଳା ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିବାବେଳେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ କିଛିଦିନ ହେଲା ଶଯ୍ୟାସାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କପାଖରେ ବଡପୁଅ ମୃତ୍ୟୁଞ୍ଜୟ, ଗୁଣନିଧି, ଦିଲିପ ଓ ଶେଷଦେବ ଙ୍କସହ ଝିଅ ସୁଶୀଳା, ନାତିନାତୁଣୀ ଓ ପରିବାର ଲୋକେ ସମସ୍ତେ ଉପସ୍ଥିତ ଥିଲେ। ତେଲୁଗୁ ରୀତିନୀତି ଅନୁଯାୟୀ ରାମେଶ୍ୱର ସ୍ଥିତ ତ୍ରିବେଣୀ ସଙ୍ଗମଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

hiranchal ad1
Leave A Reply

Your email address will not be published.

5 + five =