ବଜ୍ରପାତରେ ୨ ମଇଁଷି ଜଗୁଆଳ ମୃତ

0 918

ଚିକିଟି:ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ଭୁବେଶୁ କନ୍ୟାରୀ(୧୮)ଏବଂ ସ୍ୟାକିଲି କନ୍ୟାରୀ(୫୦)ଙ୍କ ଆଜି ଅପରାହ୍ନ ୨ ଟା ବେଳେ ବଜ୍ରପାତଜନିତ ମୃତ୍ୟୁ ଘଟିଛି l ଉଭୟେ ମଇଁଷି ଚରାଇବା ପାଇଁ ବିଲକୁ ଯାଇଥିଲେ l ପ୍ରବଳ ବର୍ଷା ସାଙ୍ଗକୁ ତୁହାକୁ ତୁହା ଘଡଘଡି ମାରୁଥିଲା l ବିଲରେ ମଇଁଷି ଚରାଉଥିବା ବେଳେ ବଜ୍ରପାତ ପଡିବାରୁ ଉଭୟଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି l

hiranchal ad1
Leave A Reply

Your email address will not be published.

one × 5 =