ବିଧବାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି କୋର୍ଟ ଚାଲାଣ

0 67

ଘୁ ଉଦୟଗିରି: ସ୍ଥାନୀୟ ଥାନା ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ସୁଜେଲୀ ଗ୍ରାମର ବିଶକେଶନ ପ୍ରଧାନ (୪୫)ଙ୍କୁ ଘୁ ଉଦୟଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୮ ତାରିଖରେ ନନ୍ଦଗୀରି ନିକଟ ମାର୍ଗେଲି ମୁଣ୍ଡିଆ ଠାରେ ସୁଜେଲି ଗ୍ରାମର ବିସକେସନ୍‌ ପ୍ରଧାନ (୪୫) ମଲାନସିଗା ଗ୍ରାମର ୩୫ ବର୍ଷୀୟ ବିଧବା ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଘୁ.ଉଦୟଗିରି ଥାନାରେ ଗତକାଲି ପୀଡିତା ବିଧବା ଲିଖିତ ଅଭିଯୋଗ କରିବା ପରେ ସ୍ଥାନୀୟ ଥାନା ଅଧିକାରୀ ଅଜୟ କୁମାର୍‌ ସ୍ୱାଇଁ ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି୧୦୫/୨୩ ରେ ମାମଲା ରୁଜ୍ଜୁ କରି ନିଜେ ତଦନ୍ତ ଭାର ନେଇ ଅଧିକ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲେ । ଗିରଫ ପରେ ଉଭୟଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଧାରା ୩୭୬(୧),୫୦୬ ଆଇପିସିରେ ଦଫାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

12 − 12 =