ପୁରୁଣାକଟକ ବନାଞ୍ଚଳ ଅଧିକାରୀଙ୍କ ବଡ ସଫଳତା, ୮ ଟି ଶାଳ ଗଣ୍ଡି ଜବତ

0 320

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନାଞ୍ଚଳ ଅଧିକାରୀଙ୍କ ବଡ଼ ସଫଳତା । ହରଭଙ୍ଗା ବ୍ଲକ୍‌ ଧୁଙ୍ଗିଆ ମୁଣ୍ଡାରୁ ୮ ଗୋଟି ଶାଳ କାଠ ଜବତ୍‌ ହୋଇଥିବା ସୂଚନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୭୦୦୦୦ ଟଙ୍କା ହେବ । ଧୁଙ୍ଗିଆମୁଣ୍ଡା ଗ୍ରାମ ନିକଟ ଘୁମୁକୁଡ଼ି ଡ୍ୟାମ ନିକଟରୁ ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ହରଭଙ୍ଗା ଫରେଷ୍ଟର ପୁଷ୍ପାଞ୍ଜଳି ମେହେର, ବନରକ୍ଷୀ ଗୀତା ଏକ୍କା, ବନରକ୍ଷୀ ସରୋଜ ବେହେରାଙ୍କ ନେତୃତ୍ୱରେ ଚଢାଉ ସମୟରେ କାଠ ଜବତ୍‌ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

12 − 2 =