ହରଭଙ୍ଗା ବ୍ଲକରେ ସରକାରୀ ଜାଗା
ଉଚ୍ଛେଦ କାର୍ଯ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

0 367

ହରଭଙ୍ଗା: ସରକାରୀ ଜାଗା ଉଚ୍ଛେଦ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ବିଗତ ଦୁଇଦିନ ତଳେ ପ୍ରଥମ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକ ଆଡେ଼ଣିଗଡ଼ ଠାରେ ସରକାରୀ ଜାଗା ଉଛେଦ କାର୍ଯ୍ୟ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବାଣିଭୂଷଣପୁର ପଂଚାୟତ ଚାରିଛକର ଏନ୍‌ଏଚ-୫୭ ଉଭୟ ପାର୍ଶ୍ୱରେ ସାଧାରଣ ଜନତା ଘର,ଦୋକାନ ଓ ବ୍ୟବସାୟ କରି ଆସୁଥିବା ଜାଗା ଗୁଡିକ ସରକାରୀ ନିର୍ଦ୍ଦେଶ କ୍ରମେ ହରଭଙ୍ଗା ତହସିଲର କର୍ମ ଚାରୀମାନେ ସରକାରୀ ଜାଗା ଚିହ୍ନଟ କରିଥିଲେ । ଯଥା ଶୀଘ୍ର ଜାଗା ଖାଲି କରିବାକୁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eighteen − eight =