ବିବାହ ପାଇଁ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲାପାଳ

0 151

ପୁରୀ : କୁଷ୍ଠ ଆକ୍ରାନ୍ତ ଦୁଇ ପରିବାରର ଝିଅ ମାନଙ୍କ ବିବାହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପୁରୀସ୍ଥିତ ଜୀବରାମଜୀ ପଲ୍ଲୀ ଲେପର୍ସି କଲୋନୀର ଶ୍ୟାମ ସୁନ୍ଦର ଭୂୟାଁ ଏବଂ ସନାତନ ପରିଡାଙ୍କୁ ସେମାନଙ୍କ ଝିଅ ମାନଙ୍କ ବିବାହ ନିମନ୍ତେ ଏହି ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × four =