ନୂଆପଡ଼ା ଜ଼ିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ

0 65

କୋମନା:ନୂଆପଡା ଜିଲ୍ଲା କୋମନା ବ୍ଲକ ସମ୍ଭୋବ ଆମ୍ବ ବଗିଚା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକନାଥ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ପାଢ଼ୀ ଓ ବିଜୟ ସହିସ ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ ପରିଚାଳନା କରିଥିଲେ । ସଭାପତି ଭାବରେ ସୁରେଶ ଅଚାରୀ, ଉପସଭାପତି ଭାବରେ ରୁଦ୍ରରାଜ ବାଗ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ ଦେବାନନ୍ଦ ତାଣ୍ଡି ନିର୍ବାଚିତ ହୋଇଥିଲେ । ଦୀପକ ମିଶ୍ର, ଅମିତ ପୁରୋହିତ, ମନୋଜ ସାଗରିଆ, ପବିତ୍ର ପ୍ରଧାନ, ପୁଷ୍ପା ଦେବାଙ୍ଗନ, ମୋତିଲାଲ ବାଗ, ସୁରେନ୍ଦ୍ର ତିୱାରୀ, ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × 4 =