ପଞ୍ଚାୟତ ଫଳାଫଳ : ଦ୍ୱିତୀୟ ଦିନରେ ବି ବହୁ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗରେ

0 86

ଭୁବନେଶ୍ୱର : ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୧୫୯ଟି ଜୋନରେ ଆଗୁଆ, ବିଜେପି ୨୬ ଏବଂ କଂଗ୍ରେସ ୫ଟି ଜୋନରେ ଆଗୁଆ ରହିଛନ୍ତି । ତେବେ ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି ।

hiranchal ad1
Leave A Reply

Your email address will not be published.

3 − 2 =