ଗଭୀର ଅବପାତରେ ପରିଣତ ହେଲା ଅବପାତ, ୧୨ ଘଣ୍ଟାରେ ବାତ୍ୟା !

0 121

ଭୁବନେଶ୍ବର- ଗଭୀର ଅବପାତରେ ପରିଣତ ହେଲା ଅବପାତ । ଆଗାମୀ ୧୨ ଘଣ୍ଟାରେ ବାତ୍ୟା । ଆଜି ସକାଳ ୫ଟା ୩୦ ମିନିଟ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା। ଏହା ଗୋପାଳପୁରଠାରୁ ୯୭୦ କିମି ଏବଂ କାକିନାଡ଼ାଠାରୁ ୮୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି । ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଗଭୀର ଅବପାତରେ ପରିଣତ ହେବ ।

hiring

ବାତ୍ୟା ପିଟି ହେବ ଆନ୍ଧ୍ରରେ, ଓଡ଼ିଶାରେ ପ୍ରବଳ ବର୍ଷା । ୨୮ରୁ ୨୯, ଦୁଇ ଦିନ ଦକ୍ଷିଣ ଓଡ଼ିଶା ପାଇଁ ବଡ଼ ବିପଦ । ଭୀଷଣ ବର୍ଷା ନେଇ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରକୁ ରେଡ୍‌ ଆଲର୍ଟ ଜାରି ହୋଇଛି । ୮୦ କିମି ବେଗରେ ବହିବ ପବନ ।

hiranchal ad1
Leave A Reply

Your email address will not be published.

4 − 1 =