ଗାନ୍ଧୀ ମାର୍ଗରେ ଧାରଣା ଦେଲେ କନ୍ଧମାଳ ଜିଲ୍ଲାରୁ ଶତାଧିକ ଆଉଟସୋର୍ସିଂ କର୍ମଚାରୀ

0 59

ଫୁଲବାଣୀ :- ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ୩୦ଗୋଟି ଜ଼ିଲ୍ଲାରୁ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ନିଜ ନିଜ ଜ଼ିଲ୍ଲାରୁ ବାହାରି ହାରାହାରି ୭୦୦୦୦ ରୁ ୭୫୦୦୦ ହାଜର ଆଉଟସୋର୍ସିଂ କର୍ମଚାରୀ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପହଂଚି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାର ଆମ୍ଭମାନଙ୍କ ଦାବିକୁ ଯେତେ ଦିନ ଯାଏଁ ନ ମାନିବେ ସେତେଦିନ ପର୍ଯ୍ୟନ୍ତ ଆମର ଏହି ଧର୍ମଘଟ ଚାଲୁରହିବ ବୋଲି ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ରାଜ୍ୟ ଶାଖାର ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଗଣମାଧ୍ୟମକୁ ଦର୍ଶାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =