ରାଜ୍ୟରେ ବ୍ୟାନ୍‌ ହେବନି ପାନ ମସଲା

0 41

ଭୁବନେଶ୍ୱର: ରାଜ୍ୟରେ ବ୍ୟାନ୍‌ ହେବନି ପାନ ମସଲା । ଏନେଇ ଚିଠି ଲେଖି ସ୍ପଷ୍ଟୀକରଣ ରଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସିଟି & ଜିଏସଟି ଓ ଅର୍ଥ ବିଭାଗକୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ପାନ ମସଲାରେ ଟବାକୋ ଓ ନିକୋଟିନ୍‌ ନଥିବା କହି ଚିଠିରେ ଉଲ୍ଲେଖ କରାଯାଇଛି ।

hiring
hiranchal ad1
Leave A Reply

Your email address will not be published.

three + nineteen =