ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ

0 260

ନୟାଗଡ଼; ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଭିଜିଲାନ୍ସ ଜାଲରେ ୬ ହଜାର ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତରଞ୍ଜନ ରାଉତ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟରେ ଶୁକ୍ରବାର ଦିନ ନେଉଥିଲେ । ଗୋଟିଏ ଶ୍ରମ କାର୍ଡ ପିଛା ୩ ଶହ ଟଙ୍କା ଲେଖାଏଁ ୨୨ ଶ୍ରମ କାର୍ଡ ପାଇଁ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ତେବେ ୨୨ ସ୍ଥାନରେ ୨୧ କାର୍ଡ କରିଥିଲେ । ୨୧ କାର୍ଡ ପାଇଁ ୬ ହଜାର ୩୦୦ ସ୍ଥାନରେ ୬ହଜାର ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସଠିକ୍ ଉତର ନ ମିଳିଥିଲେ ମଧ୍ୟ ଆହୁରି ତଦନ୍ତ କରୁଛି ଭିଜିଲାନ୍ସ ।

hiranchal ad1
Leave A Reply

Your email address will not be published.

three + 13 =