ପଞ୍ଚମ ଦିନରେ ବି ଗୃହ କାର୍ଯ୍ୟ ଅଚଳ

0 32

ଭୁବନେଶ୍ୱର : ବିଧାନସଭା ଅଧିବେଶନ । ପଞ୍ଚମ ଦିନରେ ବି ଗୃହ କାର୍ଯ୍ୟ ଅଚଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଏବଂ ନାରାବାଜି ହୋଇଥିଲା । ଯାହାଫଳରେ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି। ସମୟ ଅବଧି ସରିବା ପରେ ପୁଣି ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଯାହାଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

hiranchal ad1
Leave A Reply

Your email address will not be published.

five × three =