ବର୍ଷା ପାଣିରେ ଖପ୍ରାଖୋଲ ଚାରିଛକରେ ଆଣ୍ଠୁଏ ପାଣି

0 123

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଚାରି ଛକରେ ବର୍ଷା ହେଲେ ରାସ୍ତା ପରିସରରେ ଆଣ୍ଠୁଏ ପାଣି ହେଉଥିବା ଦେଖାଯାଉଛି । କିନ୍ତୁ ପ୍ରଶାସନର ଅବହେଳା ହେତୁ ବର୍ଷା ପାଣିରେ ରାସ୍ତା କାଦୁଅ ଜମି ରହୁଛି । ତେଣୁ ଯାତାୟତ କରୁଥିବା ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ବାଧ୍ୟ ହୋଇ ବର୍ଷା ପାଣିର ରାସ୍ତା କାଦୁଅରେ ଯାତାୟତ କରୁଥିବା ଦେଖାଯାଉଛି । ହେଲେ ଖପ୍ରାଖୋଲ ଚାରି ଛକର ଅବସ୍ଥାରେ ପରିବର୍ତ୍ତନ ହେଲାନାହିଁ । ତେଣୁ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଥିବା ଜଣାପଡୁଛି ।

hiranchal ad1
Leave A Reply

Your email address will not be published.

15 − eight =