ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ବରଗଡ ଶାଖା ତରଫରୁ କାର୍ଯ୍ୟବନ୍ଦ ଅନ୍ଦୋଳନ

0 143

ବରଗଡ : ୬ ଦଫା ଦାବି ନେଇ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ବରଗଡ ଶାଖା ତରଫରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । କ୍ୟାଡର ପୁନଃଗଠନ, ରାଜସ୍ୱ ସୁପରଭାଇଜର ନାମ ପରିବର୍ତ୍ତନ କରି ଅତିରିକ୍ତ ତହସିଲଦାର କରାଯିବା, ଆରଆଇ, ଏଆରଆଇ ଏବଂ ଆରଏସର ବେତନ ବର୍ଦ୍ଧିତ ସ୍କେଲର ଧାର୍ଯ୍ୟ, ଓଏଏସ ପାଇଁ ୨୫ ପ୍ରତିଶତ ପଦବୀ ଅଭିଜ୍ଞତା ଆଧାରରେ ସଂରକ୍ଷିତ ରଖାଯିବା ଆଦି ଦାବି ଅନ୍ତର୍ଭୁକ୍ତ ରହିଛି । ବରଗଡ ଜିଲ୍ଳା ଶାଖାର ପବିତ୍ର ଭୁଏ, ଅନିତା ପ୍ରଧାନ, ଅମ୍ବିକା ପ୍ରଧାନ, ଜୟଶ୍ରୀ କୁଜୁର, ପ୍ରତିଶୃତି ମିଶ୍ର, ସଂଜୀବ କୁମାର ମିଶ୍ର , ଆଶୀଷ ପଟ୍ଟନାୟକ, ରୋଶନ ନାରାୟଣ ମିଶ୍ର, ସୁନିଲ ପୂଜହାରୀ, ଚୈତନ୍ୟ ବରିହା, ଗାୟତ୍ରୀ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

3 + four =