ଜିଲ୍ଲା ଯୋଜନା କମିଟିର ସଭାପତି ନିଯୁକ୍ତ,ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ

0 93

ଭୁବନେଶ୍ୱର : ରାଜ୍ୟ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ।
ଅଶୋକ ଚନ୍ଦ୍ର ପଣ୍ଡା – ଅନୁଗୁଳ, ରୋହିତ ପୂଜାରୀ – ବଲାଙ୍ଗୀର, ଅନନ୍ତ ଦାସ – ବାଲେଶ୍ୱର, ଦେବେଶ ଆଚାର୍ଯ୍ୟ – ବରଗଡ଼, ବ୍ୟୋମେକେଶ ରାୟ – ଭଦ୍ରକ, ମହୀଧର ରଣା – ବୌଦ୍ଧ, ଡାକ୍ତର ପ୍ରମୋଦ ମଲ୍ଲିକ – କଟକ, ରାଜେନ୍ଦ୍ର ଢେ଼ାଲକିଆ – ଦେବଗଡ଼, ବାସନ୍ତୀ ହେମ୍ବ୍ରମ : ଢେଙ୍କାନାଳ, ଜଗନ୍ନାଥ ସାରକା – ଗଜପତି, ପ୍ରଫୁଲ୍ଲ ମଲ୍ଲିକ : ଗଞ୍ଜାମ, ପ୍ରମିଳା ମଲ୍ଲିକ – ଜଗତସିଂହପୁର, ସମୀର ରଞ୍ଜନ ଦାସ : ଯାଜପୁର, ପ୍ରୀତିରଞ୍ଜନ ଘଡେ଼ଇ – ଝାରସୁଗୁଡ଼ା, ନବକିଶୋର ଦାସ : କଳାହାଣ୍ଡି, ଶ୍ରୀକାନ୍ତ ସାହୁ – କନ୍ଧମାଳ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କେନ୍ଦ୍ରାପଡ଼ା, ଜଗନ୍ନାଥ ନାୟକ : କେନ୍ଦୁଝର, ରାଜେନ୍ଦ୍ର କୁମାର ସାହୁ : ଖୋର୍ଦ୍ଧା, ରଘୁରାମ ପଡ଼ାଲ – କୋରାପୁଟ, ତୁଷାରକାନ୍ତି ବେହେରା : ମାଲକାନାଗିରି, ଅଶ୍ୱିନୀ ପାତ୍ର : ମୟୂରଭଞ୍ଜ, ମନୋହର ରାନ୍ଧାରୀ : ନବରଙ୍ଗପୁର, ସତ୍ୟନାରାୟଣ ପ୍ରଧାନ : ନୟାଗଡ଼, ଟୁକୁନି ସାହୁ : ନୂଆପଡ଼ା, ନିରଞ୍ଜନ ପୂଜାରୀ : ପୁରୀ, ଅତନୁ ସବ୍ୟସାଚୀ ନାୟକ : ରାୟଗଡ଼ା, ପ୍ରତାପ କେଶରୀ ଦେବ : ସମ୍ବଲପୁର, ପ୍ରଦୀପ କୁମାର ଅମାତ : ସୁବର୍ଣ୍ଣପୁର, ଶାରଦା ପ୍ରସାଦ ନାୟକ : ସୁନ୍ଦରଗଡ଼ ।

hiring
hiranchal ad1
Leave A Reply

Your email address will not be published.

17 + thirteen =