ବୌଦ୍ଧ : ଆଜି ଜିଲ୍ଲାରେ 152 କରୋନା ପଜିଟିଭ, ତୁକୁଲୁଣ୍ଡା ଗ୍ରାମରୁ ସର୍ବାଧିକ 31 ଚିହ୍ନଟ

0 3,759

ବୌଦ୍ଧ,୧୧/୫ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି 152 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା 152 କରୋନା ପଜିଟିଭ ମଧ୍ୟରୁ ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମ ପଞ୍ଚାୟତ ଦନ୍ତାପାଲି ଗ୍ରାମରୁ 1 ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ସାଲିଗାଆଁ ଗ୍ରାମରୁ 1 ଜଣ ଓ ବଲାସିଙ୍ଗା ଗ୍ରାମରୁ 1 ଜଣ, ବଘିଆପଡା ଗ୍ରାମ ପଞ୍ଚାୟତ ନୂଆଁପାଲି ଗ୍ରାମରୁ 1 ଜଣ ଓ ବଘିଆପଡା ଗ୍ରାମରୁ 1 ଜଣ, ବାଉଁଶୁଣୀ ଗ୍ରାମରୁ 1 ଜଣ, ବୌଦ୍ଧ ବ୍ରିଜ ଛକରୁ 1 ଜଣ, ବ୍ରାମ୍ହଣପାଲି ଗ୍ରାମ ପଞ୍ଚାୟତ ବିଜାପଦର୍ ଗ୍ରାମରୁ 15 ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ମଙ୍ଗଳା ମୁଣ୍ଡା ଗ୍ରାମରୁ 2 ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ପୋଲାମ୍ ଗ୍ରାମରୁ 1 ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ସାହୁପଡା ଗ୍ରାମରୁ 3 ଜଣ, ମୁଣ୍ଡା ପଡା ଗ୍ରାମ ପଞ୍ଚାୟତ ଖମାରୀ ପଡା ଗ୍ରାମରୁ 1 ଜଣ, କମିରା ଗ୍ରାମରୁ 1 ଜଣ, ମୁଣ୍ଡାପଡା ଗ୍ରାମରୁ 1 ଜଣ, ମୁର୍ଶୁଣ୍ଡି ଗ୍ରାମ ପଞ୍ଚାୟତ ଟୁଟୁସିଙ୍ଗା ଗ୍ରାମରୁ 1 ଜଣ ଓ ମୁର୍ଶୁଣ୍ଡି ଗ୍ରାମରୁ 2 ଜଣ, ପଦ୍ମନପୁର୍ ଗ୍ରାମ ପଞ୍ଚାୟତ ମକୁନ୍ଦପୁର୍ ଗ୍ରାମରୁ 1 ଜଣ, ରକସା ଗ୍ରାମ ପଞ୍ଚାୟତ ଦହ୍ୟା ଗ୍ରାମରୁ 1 ଜଣ, ଶଗଡା ଗ୍ରାମରୁ 1 ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ ଧୁଡୁରୁ ବାହାଲ୍ ଗ୍ରାମରୁ 1 ଜଣ, ହରଭଙ୍ଗା ବ୍ଲକ୍ ଆଦେନିଗଦ୍ ଗ୍ରାମ ପଞ୍ଚାୟତ ମାଧପୁର ଗ୍ରାମରୁ 1 ଜଣ, ବାମଣ୍ଡା ଗ୍ରାମ ପଞ୍ଚାୟତ ତାଲବାହାଲ୍ ଗ୍ରାମରୁ 1 ଜଣ, ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ 8 ଜଣ, ଝାଡ୍ରାଜିଙ୍ଗ ଗ୍ରାମରୁ 2 ଜଣ, ବନ୍ଧା ପଥର ଗ୍ରାମ ପଞ୍ଚାୟତ ଲମ୍ବକାନୀ ଗ୍ରାମରୁ 1 ଜଣ, ବୀରନରସିଙ୍ଗପୁର୍ ଗ୍ରାମ ପଞ୍ଚାୟତ କରଡ଼ି ଗ୍ରାମରୁ 1 ଜଣ ଓ ଘୋରଡା ଗ୍ରାମରୁ 1 ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ତୁକୁଲୁଣ୍ଡା ଗ୍ରାମରୁ 31 ଜଣ, କରଞ୍ଜକଟା ଗ୍ରାମରୁ 9 ଜଣ, ମଥୁରା ଗ୍ରାମ ପଞ୍ଚାୟତ ବୃନ୍ଦାବନ ଗ୍ରାମରୁ 2 ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରୁ 2 ଜଣ, ସରସରା ଗ୍ରାମ ପଞ୍ଚାୟତ ମାଉଲୀ ସିଙ୍ଗା ଗ୍ରାମରୁ 1 ଜଣ, ସାନ ବୁଟୁପାଲି ଗ୍ରାମରୁ 1 ଜଣ, ତିଲେସ୍ବର୍ ଗ୍ରାମ ପଞ୍ଚାୟତ କୃଷ୍ଣପାଲି ଗ୍ରାମରୁ 7 ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ଆମ୍ବଗାଁ ଗ୍ରାମ ପଞ୍ଚାୟତ ଦେଢନ ମାଲ୍ ଗ୍ରାମରୁ 1 ଜଣ, ବରଗାଁ ଗ୍ରାମ ପଞ୍ଚାୟତ ମଲିକୁଦ୍ ଗ୍ରାମରୁ 2 ଜଣ, ବିଲାସପୁର ଗ୍ରାମ ପଞ୍ଚାୟତ କିରକିଚିପାଲି ଗ୍ରାମରୁ 1 ଜଣ, ବଡ଼ ରାହାଜୋର୍ ଗ୍ରାମରୁ 1 ଜଣ ଓ ତାଲପଡା ଗ୍ରାମରୁ 1 ଜଣ, ଦପଲା ଗ୍ରାମ ପଞ୍ଚାୟତ ବୌଲସିଙ୍ଗା ଗ୍ରାମରୁ 2 ଜଣ ଓ ଦପଲା ଗ୍ରାମରୁ 1 ଜଣ, ଘଣ୍ଟାପଡା ଗ୍ରାମ ପଞ୍ଚାୟତ ମାଣିକପୁର୍ ଗ୍ରାମରୁ 1 ଜଣ, ଗୁଡଭେଲିପଦର୍ ଗ୍ରାମ ପଞ୍ଚାୟତ ଜୟଦ ପୁର୍ ଗ୍ରାମରୁ 1 ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ କଣ୍ଟାମାଳ ଗ୍ରାମରୁ 2 ଜଣ, ସର୍ଗିପାଲି ଗ୍ରାମରୁ 1 ଜଣ ଓ ବନ୍ଧପାଲି ଗ୍ରାମରୁ 1 ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ବ୍ରାମ୍ହଣ1 ଗ୍ରାମରୁ 1 ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ବୀରାମୁଣ୍ଡା ଗ୍ରାମରୁ 1 ଜଣ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ବାସୁଦେବ ପାଲି ଗ୍ରାମରୁ 1 ଜଣ, ମନମୁଣ୍ଡା ଗ୍ରାମରୁ 2 ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ବାଘମୁଣ୍ଡା ଗ୍ରାମରୁ 2 ଜଣ, ପଲସାଗୋରା ଗ୍ରାମରୁ 1 ଜଣ, ରେଙ୍ଗାଲି ଗ୍ରାମରୁ 1 ଜଣ, ରୁଣ୍ଡି ମହୁଲ ଗ୍ରାମରୁ 1 ଜଣ, ଶିମିଳି ପଦର ଗ୍ରାମରୁ ପତ୍ରା ପାଲି ଗ୍ରାମରୁ 1 ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ମହତପୁର୍ ଗ୍ରାମରୁ 1 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି lସେହିପରି ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ଉଦ୍ୟାନ ବିଭାଗ କଲୋନୀରୁ 4 ଜଣ, ଖଲିଆ ବଗିଚା, ସୁଦ ସlହି, ପୋଡା ପଡା ଅଂଚଳର 2 ଜଣ ଲେଖାଏଁ, ମାଳିସାହି, ବାପୁଜୀ ନଗର, ରାଜନପାଲି, ବୁଟୁପାଲି, ଦୈନିକ ବଜାର, ଏନ.ଏ.ସି. ଛକ, ବ୍ରାମ୍ହଣ ସାହି, ମାଷ୍ଟର୍ ଲାଇନ୍ ଓ ନୂଆସାହି ଅଂଚଳର 1 ଜଣ ଲେଖାଏଁ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣା ପଡିଛି ।

hiranchal ad1
Leave A Reply

Your email address will not be published.

20 − 19 =