ମହାପ୍ରଭୁଙ୍କ ଦର୍ଶନ କଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

0 58

ପୁରୀ : ମହାପ୍ରଭୁଙ୍କ ଦର୍ଶନ କଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧରୀ ଶରଣ ସିଂ । ସୋମବାର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ସିଂ ସିଂହଦ୍ୱାର ନିକଟରେ ଅଧିକାରୀଗଣ ତାଙ୍କୁ ସ୍ୱାଗତ କରିବା ସହ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ଶ୍ରୀ ସିଂହ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାସହ ବେଢ଼ା ପରିକ୍ରମା କରି ଅନ୍ୟାନ୍ୟ ଦେବା ଦେବୀଙ୍କୁ ଦର୍ଶନ କରିଥିଲେ । ଫେରିବା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ସିଂହଙ୍କୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

11 + ten =