ଆଇସ୍‌କ୍ରିମ କାଠି କଳାକୃତିରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

0 53

ପୁରୀ : ପୁରୀ କୁମୁଟିପାଟଣାର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମା ତୃତୀୟ ବର୍ଷ ଛାତ୍ର ବିଶ୍ୱଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ୱଜିତ ଆଇସକ୍ରିମ କାଠିରେ ଏହି କଳାକୃତି କରିଛନ୍ତି ।୬ ୭୫ଟି ଆଇସକ୍ରିମ କାଠି ବ୍ୟବହାର କରି ସେ ୨ ଫୁଟ ଉଚ୍ଚତା ଓ ୩ ଫୁଟ ଚଉଡା ବିଶିଷ୍ଟ ଏହି କଳାକୃତି ମାଧ୍ୟମରେ ଦେଶର ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର, ଯୋଦ୍ଧା ଓ ରାଷ୍ଟ୍ରନିର୍ମାତାଙ୍କୁ ଉଦ୍ଦେଶ୍ୟରେ ଏହି କଳାକୃତି ସମର୍ପିତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 1 =