ମୃଦ୍ୟୁ ପାନୀୟ ଯୁଗରେ ତଥାପି ରହିଛି ତାଳର ଚାହିଦା

0 96

ପାରଳାଖେମୁଣ୍ଡି : ଆଧୁନିକରେ ହଜି ଯାଇଥିବା ମଣିଷଟିଏ ମୃଦ୍ୟୁ ପାନୀୟକୁ ବହୁଳ ବ୍ୟବହାର କରି ଥାଏ ତଥାପି ଏବେ ବି ତାଳର ଚାହିଦା ଜମି ରହିଛି । ଗ୍ରୀଷ୍ମ ଋତୁରେ ମୃଦ୍ୟୁ ପାନୀୟର ଚାହିଦା ଅଧିକ ରହିଥାଏ ସେହିଭଳି ସ୍ଥଳରେ ତାଳ ଚାହିଦା ବି କମ ନ ଥାଏ ଗତ ବର୍ଷ ତାଳର ଚାହିଦା ଥିବା ବେଳେ ବର୍ତ୍ତମାନ ତାଳ ବ୍ୟବସାୟ ଲକଡାଉନ ଯୋଗୁଁ ସହରରେ କିଛି କିଛି ସ୍ଥାନରେ ବିକ୍ରି ହେବାର ଦେଖିବାକୁ ମିଳୁଛି । ତଥାପି ଲୋକେ ସହରରେ ତାଳ ସଜା କ୍ରୟ କରିବାର ଦେଖି ବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

20 + four =