ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦିଆଯାଉ : କଳିକେଶ

0 280

ବଲାଙ୍ଗୀର: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେସେନାଲ୍‌ ପ୍ରୋଜେକ୍ଟ ମାନ୍ୟତା ଦାବୀ କରିଛନ୍ତି ପୂର୍ବତନ ବଲାଙ୍ଗୀର ସାଂସଦ ତଥା ବିଜେଡି ନେତା କଳିକେଶ ସିଂଦେଓ । କେନ୍ଦ୍ର ରେଳମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସୁଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ବିଛୂପାଲି-ଭଇଁଷାପାଲି ଯାଏ ରେଳ ଚଳାଚଳ ଶୁଭାରମ୍ଭ କରିଥିଲେ ମଧ୍ୟ ବହୁ ପ୍ରତିକ୍ଷିତ ରେଳ ଲାଇନ୍‌ କାମ ଆଶାନୁରୂପ ନୁହେଁ । ରାଜ୍ୟ ସରକାର ଏ ପ୍ରକଳ୍ପ ପାଇଁ ଜମି ଓ ଅଧା ଖର୍ଚ୍ଚ ବ୍ୟବସ୍ଥା କରୁଛନ୍ତି । ତଥାପି କେବେ ଜମି ଅଧିଗ୍ରହଣ ତ କେବେ ବଜେଟ ସଙ୍କଟ ତ ଆଉ କେତେବେଳେ ପରିବେଶ ମଞୁରୀ ଭଳି ବିଭିନ୍ନ କାରଣରୁ ଅଗ୍ରଗତି ସନ୍ତୋଷଜନକ ନୁହେଁ । ଏଣୁ ସେଣ୍ଟ୍ରାଲ ପ୍ରୋଜେକ୍ଟ ମାନ୍ୟତା ଦେଲେ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି । ଠିକ ସେହିପରି ଦାଦନଗଡ ବଲାଙ୍ଗୀର ଜିଲ୍ଲାର ବ୍ୟବସାୟୀକ ସହର କଂଟାବାଞି ଠାରେ ବେକାର ପଡିଛି ୬୫୦ଏକର ଜମି । ପୂର୍ବତନ ପାଟଣା ରାଜା ରେଲବିଭାଗକୁ ଜମି ଚୁକ୍ତି ଭିତ୍ତିରେ ଦେଇଥିଲେ । ଏ ଜମିରେ କାରଖାନା ହେଲେ ଦାଦନ ପ୍ରବଣ କଂଟାବାଞି ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସମ୍ଭାବନା ଆଶା କରିଥିଲେ । କେବେ ଓଗନ୍‌ ତିଆରି କାରଖାନା ତ କେବେ ଅନ୍ୟ ଯୋଜନା ପାଇଁ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ।କିନ୍ତୁ ୭୦/୮୦ହେବ ରେଳ ବିଭାଗ ଏ

hiranchal ad1
Leave A Reply

Your email address will not be published.

fifteen + 6 =