୩ୟ ଲହରକୁ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଟ୍ୟାକ୍ସଫୋର୍ସ ଗଠନ

0 88

ଭୁବନେଶ୍ୱର: ୩ୟ ଲହରର ଆଶଙ୍କା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶିଶୁମାନଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଉଛି । ଏଣୁ ଏହାର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଟ୍ୟାକ୍ସଫୋର୍ସ ଗଠନ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ । ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦% ସେରୋସର୍ଭେ ଶେଷ ହେଲାଣି । ଅବଶିଷ୍ଠାଂଶ ଅଞ୍ଚଳରେ ଶୀଘ୍ର ଶେଷ କରିବା ପାଇଁ ଜିଲ୍ଲାପାଳମାନେ ଦାୟିତ୍ୱ ନେଇଛନ୍ତି । ହସ୍‌ପିଟାଲରେ ଶିଶୁମାନଙ୍କ ପାଇଁ ପର୍ଯ୍ୟାପ୍ତ ବେଡ୍‌ ଓ ଔଷଧ ସୁବିଧା ସବୁ କିଛି କରାଗଲାଣି । ଏଣୁ ଆମେ ୩ୟ ଲହରକୁ ମୁକାବିଲା କରିପାରିବୁ ।

hiranchal ad1
Leave A Reply

Your email address will not be published.

one × 1 =