ଏବେଵି ରଜର ମଜ୍ଜା ନିଆରା, ପୁରପଲ୍ଲୀ ଉଲ୍ଲସିତ

0 69

ଭୁବନେଶ୍ୱର : ମହାମାରୀ କରୋନା ଆଜି ଆମର ମାନସିକସ୍ତରକୁ ଦୁର୍ବଳ କରିଦେଇଛି । ଆମେ ସରକାରଙ୍କ କୋଭିଡ ନିୟମକୁ ମାନି ଚଳୁଛୁ । ଏହା ପରେ ବି ଆମେ ପରମ୍ପରାକୁ ଛାଡି ପରିବା ନାହିଁ । ଯାହା ଆଜି ଓଡିଶାର ଗଣ ପର୍ବ ରଜରେ ପୂର୍ବପଲ୍ଲୀରେ ଦେଖାଯାଇଛି । କୁମାରୀ ଝିଅ ମାନେ ରଜ ଦୋଳିର ମଜା ଉଠାଉଛନ୍ତି । ପିଠାପଣା, ମଣ୍ଡାକାକରା, ଆରିଶା ଚକୁଳିରେ ମହକୁଛି ପରିବେଶ ।

hiranchal ad1
Leave A Reply

Your email address will not be published.

eight − one =