ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଦେଓସାହିରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ୧୧ତମ ପ୍ରତିଷ୍ଠା ଦିବସ ପାଳନ ଆଜି ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବିଚିତ୍ରା ନନ୍ଦ ବେବର୍ତ୍ତା, ଅନୁଷ୍ଠାନର ସଂପାଦକ ପ୍ରଣୋଜ ପଟ୍ଟନାୟକ ଓ ସଂଗଠନର ସଭାନେତ୍ରୀ ମଞ୍ଜୁଳା ଚୌଧୀରୀ ମଞ୍ଚାସୀନ ଥିଲେ । ପରେ ଏକ ସମ୍ମାନିତ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଦେବରାଜ ସାହୁ ଓ କ୍ଟ୍ର ସୀମାଞ୍ଚଳଙ୍କୁ ସମ୍ମାନିତ ଅନୁଷ୍ଠାନ ପକ୍ଷରୁ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗିରିଶ ପାଢ଼ୀ ଓ ରାମଚନ୍ଦ୍ର ପାଢ଼ୀ ସହଯୋଗ କରିଥିଲେ ।