ଇଫକୋ କୋରଡେଟ୍ ପାରାଦୀପ ତରଫରୁ ଏକ ଦୀବସିୟ କୃଷକ ସଚେତନତା ସିବିର

0 130

ଆଦ୍ୟ ତା ୨୦/୦୭/୨୦୨୪ ରିଖ ଶନିବାର ପଦ୍ମବନ ପୀଠ ଶୀ ଅଛୁତାନଦ ପୀଠ ପାଖରେ ଇଫକୋ କୋରଡେଟ୍ ପାରାଦୀପ ତରଫରୁ ଏକ ଦୀବସିୟ କୃଷକ ସଚେତନତା ସିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିରରେ ଇଫକୋ କୋରଡେଟ୍ ର ମୂଖ୍ୟ ଶୀର୍ କୁଳମଣୀ ମାଝୀ ଏବଂ ନିଶ୍ଚିତ କୋଇଲି ବ୍ଲକ ଆତ୍ମାର ରୋଗ ପୋକ ନିରିଖିୟ ଶ୍ରୀଯୁକ୍ତ ଅରବିନ୍ଦ ସାହୁ ରୋଗ ପୋକ କିଭଳି ନ ଲାଗିବ ସେ ବିଷୟରେ ଚାଷୀଙ୍କୁ ଅବଗତି କରାଇ ଥିଲେ ବନ୍ଦୁପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ବିଶ୍ଵଜୀତ୍ ସୁଆଈ ଅତିଥି ପରିଚୟ ପ୍ରଦାନ କରିଥିଲେ I ନେମାଳ ଗ୍ରାମପଞ୍ଚାୟତ ସମାଜ ସେବୀ ଶ୍ରୀମତି ପୁଷ୍ପୀତା ପଣ୍ଡା ଉକ୍ତ ସଭାରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଡାକ୍ତର ନିରଞ୍ଜନ ପ୍ରଧାନ ପରିବେଶ ସମ୍ପର୍କରେ ଚାଷୀଙ୍କୁ ଅବଗତି କରିଥିଲେ ଏକ ଦୀବସିୟ କୃଷକ ସଭାରେ ଶତାବ୍ଦୀକ ଚାଷୀମାନେ ଜୋଗ ଦେଇଥିଲେ ନେମାଳ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ କାର୍ଯ୍ୟାଳୟ ଚାଷି ଭାଇ ଭଉଣୀ ମାନଙ୍କ ସହ ଚାଷ ବିଷୟରେ ଆଲୋଚନା କରିଛନ୍ତି I

hiranchal ad1
Leave A Reply

Your email address will not be published.

seventeen − three =