ଦୁଇ ଓଡି ମଧ୍ୟରେ ମୁହାଁମୁହିଁ ଧକ୍କା

0 66

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କୁଆଁରିଆ ଛକ ନିକଟରେ ଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଦୁଇଟିଯାକ କର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ କାର୍ (ଓଡି ୦୩ ଆର୍ ୧୧୯୯) ଟି ଦଶପଲ୍ଲାରୁ ବାଣିଗୋଛା ଅଭିମୁଖେ ଯାଉଥିଲା। ଏହି ସମୟରେ ବରଗଡ଼ରୁ ପୁରୀ ଯାଉଥିବା (ଓଡି ୧୭ ଆର୍ ୩୩୯୯) କାର୍‌ଟି ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା । ତେବେ ଯାତ୍ରୀମାନେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି I ଖବର ପାଇ ପୁଲିସ ପହଞ୍ଚି ଦୁଇ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି। ଦଶପଲ୍ଲାରୁ ରତ୍ନାକରଙ୍କର ରିପୋର୍ଟ ହିରାଞ୍ଚଳ live I

hiranchal ad1
Leave A Reply

Your email address will not be published.

2 × four =