ହାଇକୋର୍ଟରେ ଅନୁଭବ ମହାନ୍ତିଙ୍କ ମାମଲାର ଅନ୍ତ

0 500

ଭୁବନେଶ୍ୱର: ବର୍ଷା ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାବେଳେ ଏନେଇ ଅଦାଲତରେ ମାମଲା ହୋଇଛି । ତେବେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରି ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ମାମଲାର ଅନ୍ତ କରିଛନ୍ତି ।
ବିବାହ ବିଚ୍ଛେଦର ତ୍ୱରିତ ଶୁଣାଣୀ ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ପାରିବାରିକ ଅଦାଲତରେ ମାମଲାର ବିଚାର ଆରମ୍ଭ ହୋଇଥିବାରୁ ହାଇକୋର୍ଟ ମାମଲାର ଅନ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 − 6 =