ଭାରତ ବାୟୋଟେକକୁ ଡିସିଜିଆଇର ଅନୁମତି, ୫୨୫ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ କରାଯିବ କ୍ଲିନିକାଲ ଟ୍ରାଏଲ ରନ୍‌

0 88

ଭୁବନେଶ୍ୱର,୧୩/୫- ୨ ରୁ ୧୮ ବର୍ଷ ବୟସ ମଧ୍ୟରେ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ଭାରତ ବାୟୋଟେକକୁ ଆଜି ଅନୁମତି ଦେଇଛନ୍ତି । ୫୨୫ ଜଣ ସୁସ୍ଥା ସ୍ୱେଚ୍ଛାସେବୀଙ୍କ ଠାରେ ଏହାର ଟ୍ରାଏଲ ରନ୍‌ କରାଯିବ । ଦ୍ୱିତୀୟ ଓ ତୃତୀୟ ଫେଜ ଟ୍ରାଏଲ ରନ୍‌ ପରେ ଏହା ଶିଶୁ ଓ ନାବାଳକଙ୍କ ଠାରେ ପ୍ରୟୋଗ କରାଯିବ ।

hiranchal ad1
Leave A Reply

Your email address will not be published.

nineteen + fifteen =