ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇ ଏ ଏସ ସ୍ତରରେ ଅଦଳ ବଦଳ କରିଛନ୍ତି ।
ଏହି କ୍ରମରେ ସରକାର ବି ଏମ ସି କମିଶନର ଭାବରେ ପ୍ରେମ ଚୋଧୁରୀଙ୍କୁ ବଦଳାଇ ତାଙ୍କ ସ୍ଥାନରେ ସଞ୍ଜୟ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ।
ବି ଏମ ସି ଅଞ୍ଚଳରେ କରୋନା ଦାୟିତ୍ୱ ସମ୍ଭାଳି ବାରେ ଶ୍ରୀ ଚୌଧୁରୀ ବିଫଳ ହେବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।