ବିଷ୍ଣୁପଦଙ୍କ କାନ୍ଧରେ ସୂଚନା ଓ ଲୋକସମ୍ପର୍କ

0 122

ଭୁବନେଶ୍ୱର :ରାଜ୍ୟ ସରକାର ଆଜି ଆଇ ଏ ଏସ ଅଦଳବଦଳ ବେଳେ 1995ବ୍ୟାଚ ର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠିଙ୍କ କାନ୍ଧରେ ଗୁରୁତ୍ୱପୂର୍ଣ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ଦେଇଛନ୍ତି । ଆଶା ଶ୍ରୀ ଏ ବିଭାଗରେ ଵିଜ୍ଞାପନ ନୀତିରେ ସୁଧାର ଆଣି କ୍ଷୁଦ୍ର ମଧ୍ୟମ ସମ୍ବାଦ ପତ୍ର ଗୁଡିକର ଦୟନୀୟ ଅବସ୍ଥା ସୁଧାରିବେ ।

hiranchal ad1
Leave A Reply

Your email address will not be published.

sixteen − six =