ଆସନ୍ତାକାଲି ଶନିବାର ସମସ୍ତ ବ୍ୟାଙ୍କ ଖୋଲା ରହିବ

0 2,198

ବୌଦ୍ଧ,୧୪/୫ – ସପ୍ତାହାନ୍ତ ସଟ୍‌ଡାଉନ୍‌ ଯୋଗୁଁ କିଛି ଦିନ ହେଲା ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଆସନ୍ତାକାଲି ଶନିବାର ସମସ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ରାଜ୍ୟ ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବ୍ୟାଙ୍କ କର୍ତୃପକ୍ଷ ମାନଙ୍କୁ ଜଣାଇ ଦିଆଯାଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

19 − 11 =