ବୌଦ୍ଧଜିଲ୍ଲା: ୨୧୩ କରୋନା ପଜିଟିଭ ଚିହ୍ନଟ, ଖଟଖଟିଆରୁ ସର୍ବାଧିକ ୩୨

0 3,033

ବୌଦ୍ଧ,୧୯/୫- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୧୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ବ୍ଲକ୍‌ ଆମ୍ବଝରୀ ଗ୍ରାମ ପଞ୍ଚାୟତ ପାଟଲିପଡା ଓ ଆମ୍ବଝରୀ ଗ୍ରାମରୁ ୧ ଜଣ ଲେଖାଏଁ, ବଢିଗାଁ ଗ୍ରାମ ପଞ୍ଚାୟତ ବଢିଗାଁ, ଇଚ୍ଛାପୁର ଓ ଛତନିଆକଟା ଗ୍ରାମରୁ ୧ ଜଣ ଲେଖାଏଁ, ବଘିଆପଡା ଗ୍ରାମ ପଞ୍ଚାୟତ ପାଲଝାର୍‌, ଇସିରୀସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ ଓ ବଘିଆପଡା ଗ୍ରାମରୁ ୨ ଜଣ, ବହିରା ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମର ୧ ଜଣ, ବୌଦ୍ଧ ବ୍ରିଜ ଛକରୁ ୨ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ କାଶଲ୍‌ପୁର୍‌ ଗ୍ରାମରୁ ୧ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡିଗୋରା ଓ କୁମର୍‌କାନୀ ଗ୍ରାମରୁ ୧ ଜଣ ଲେଖାଏଁ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରାୟଣ ନଗର ଗ୍ରାମରୁ ୨ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ କଳାପଥର, ମୁଣ୍ଡି ପଦର ଗ୍ରାମରୁ ୧ ଜଣ ଲେଖାଏଁ ଓ ଜାଲୋଇ ଗ୍ରାମରୁ ୨ ଜଣ, ମୁର୍ଷୁଣ୍ଢିି ଗ୍ରାମ ପଞ୍ଚାୟତ ପଲାଶ ଗ୍ରାମରୁ ୧ ଜଣ ଓ ଜଗଦୀଶପୁର୍‌ ଗ୍ରାମରୁ ୨ ଜଣ, ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ମକୁନ୍ଦପୁର୍‌ ଗ୍ରାମରୁ ୫ ଜଣ, ରକସା ଗ୍ରାମ ପଞ୍ଚାୟତ ଦହ୍ୟା ଓ କାଦୋପଦର ଗ୍ରାମରୁ ୧ ଜଣ ଲେଖାଏଁ, ଶଗଡା ଗ୍ରାମ ପଞ୍ଚାୟତ ଝାଙ୍କରପଡା ଗ୍ରାମରୁ ୧୦ ଜଣ, ପଞ୍ଜନା ଗ୍ରାମରୁ ୨୪ ଜଣ ଓ ଶଗଡା ଗ୍ରାମରୁ ୮ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ସାହାଜପାଲ୍‌ ଗ୍ରାମରୁ ୨ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ ଧୁଡୁରୁବାହାଲ୍‌ ଗ୍ରାମରୁ ୧ ଜଣ ଓ ତେଲିବନ୍ଧ ଗ୍ରାମରୁ ୨ ଜଣ, ହରଭଙ୍ଗାବ୍ଲକ୍‌ ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ ୨ ଜଣ ଓ ଲୁଣ୍ଡୁରୁଜୋର୍‌ ଗ୍ରାମରୁ ୧ ଜଣ, ବୀରନରସିିଂପୁର୍‌ ଗ୍ରାମରୁ ୧ ଜଣ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ବାଇଶିପଡା ଓ ଖରଭୂଇଁ ଗ୍ରାମରୁ ୩ ଜଣ ଲେଖାଏଁ, ଧଳପୁର୍‌ ଗ୍ରାମ ପଞ୍ଚାୟତ ବେଲପଦର ଗ୍ରାମରୁ ୧ ଜଣ ଓ ଧଲପୁର୍‌ ଗ୍ରାମରୁ ୩ ଜଣ, କରଞ୍ଜକଟା ଗ୍ରାମରୁ ୧ ଜଣ, କୁଶଙ୍ଗ ଗ୍ରାମରୁ ୨ ଜଣ, ଲୁଣିବାହାଲ୍‌ ଗ୍ରାମରୁ ୧ ଜଣ, ମହାଳିକପଡା ଗ୍ରାମରୁ ୧ ଜଣ, ପୀତାମ୍ବରପୁର୍‌ ଗ୍ରାମ ପଞ୍ଚାୟତ ଇନ୍ଦ୍ରପୁର୍‌ଗ୍ରାମରୁ ୨ ଜଣ, ପୁରୁଣାକଟକ ଗ୍ରାମରୁ ୧ ଜଣ, ରାଧାନଗର ଗ୍ରାମ ପଞ୍ଚାୟତ ବଡ଼ ବାଗବର୍‌ ଗ୍ରାମରୁ ୧ ଜଣ ଓ ରାୟପୁର ଗ୍ରାମରୁ ୨ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ସାମ୍‌ପୋଚ୍‌, ଡିମିରି ଝୁଲି, ରାମ୍ଭିକଟା ଓ ବରଝୁଲି ଗ୍ରାମରୁ ୧ ଜଣ ଲେଖାଏଁ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ନୁଆଁ ପଡା ଓ ପାନିଘରାରୁ ୧ ଜଣ ଲେଖାଏଁ ଓ ବୁଲୁରା ଗ୍ରାମରୁ ୪ ଜଣ, ସରସରା ଗ୍ରାମ ପଞ୍ଚାୟତ ସାନ ବୁଟୁପାଲି ଗ୍ରାମରୁ ୧ ଜଣ ଓ ସରସରା ଗ୍ରାମରୁ ୩ ଜଣ, ତଳଗାଁ ଗ୍ରାମ ପଞ୍ଚାୟତ ଛିଟିକାବାରୀ ଗ୍ରାମରୁ ୧ ଜଣ, ତିଲେସ୍ୱର୍‌ ଗ୍ରାମ ପଞ୍ଚାୟତ ତାକୁଡ୍‌ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ବରଗାଁ ଗ୍ରାମ ପଞ୍ଚାୟତ ମଲିକୁଦ୍‌ ଓ ବରଗାଁ ଗ୍ରାମରୁ ୧ ଜଣ ଲେଖାଏଁ, ବିଲାସପୁର ଗ୍ରାମ ପଞ୍ଚାୟତ କିରିକିଚିପାଲି ଓ ବିଲାସପୁର ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମ ପଞ୍ଚାୟତ ଗୁରୁଦାସ ପୁର୍‌ ଗ୍ରାମରୁ ୧ ଜଣ, ଦପଲା ଗ୍ରାମରୁ ୩ ଜଣ, ଘଣ୍ଟା ପଡା ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ଡାଙ୍ଗମୁଣ୍ଡା ଗ୍ରାମରୁ ୧ ଜଣ, େ ଯାଗୀନ୍ଦ୍ରପୁର୍‌ ଗ୍ରାମରୁ ୨ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବନ୍ଧପାଲି ଗ୍ରାମରୁ ୧ ଜଣ ଓ କଣ୍ଟାମାଳ ଗ୍ରାମରୁ ୯ ଜଣ, ଖଲିଆପାଲି ଗ୍ରାମରୁ ୧ ଜଣ, ଖଟଖଟିଆ ଗ୍ରାମରୁ ୩୨ ଜଣ, ନାରୟଣ ପ୍ରସାଦ ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ବାଘମୁଣ୍ଡା, ପଲସାଗୋରା ଓ ଧାନଖଣ୍ଡି ଗ୍ରାମରୁ ୧ ଜଣ ଲେଖାଏଁ ଓ ଜୁନାନୀ ଗ୍ରାମରୁ ୨ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ବଡ଼ କୁସଂଗ, ଚାର ପାଲି ଗ୍ରାମରୁ ୧ ଜଣ ଲେଖାଏଁ ଓ ସାନ ଛପାପାଲି ଗ୍ରାମରୁ ୩ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବୁଟୁପାଲିରୁ ୭ ଜଣ, ଖଲିଆ ବଗିଚା ଓ ବାବୁ ସାହିରୁ ୨ ଜଣ ଲେଖାଏଁ, ମାଳିସାହି, ରାଜନ୍‌ ପାଲି, ବଗିଚା ସାହି, ସହୀଦ ଛକ, ମୁସଲିମ ପଡା, ସୁଦସାହି ଓ ନୂଆସାହି ଅଂଚଳର ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିସୁଦ୍ଧା ବୌଦ୍ଧଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୨୯ରେ ପହଁଚିଥିବାବେଳେ ଗତକାଲି ସୁଦ୍ଧା ୪୨୩୦ ସୁସ୍ଥ ହୋଇଥିବା ଓ ୨୩୫୯ ଜଣ ଚିକିତ୍ସାଧୀନ ଥିବା ଓ ୨୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 − ten =