ବୌଦ୍ଧ/ଜହ୍ନ ।ପଙ୍କ,୧୭/୦୯- ବୌଦ୍ଧ ଥାନା ଜହ୍ନ ।ପଙ୍କ ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପ୍ରସ ।ଦ ପଂଚାୟତର ଜଗତି ମହାନଦୀ କୂଳରେ ଆଜି ଅପରାହ୍ନ ୫ ଟା ବେଳେ ଏକ ଶବ ଲାଗିଥିବା ଜଣାପଡିଛି । ତେବେ ଶବଟିର ପରିଚୟ ମିଳିନଥିବାବେଳେ ଏହା ଏକ ପୁରୁଷର ବୋଲି ଜଣାପଡିଛି । ଶବର ପିଠି ଓ ମୁଣ୍ଡରେ ଏକ ଧାରୁଆ ଅସ୍ତ୍ରରେ ହାଣି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଜହ୍ନ ।ପଙ୍କ ଫାଣ୍ଡିର ଏଏସ୍ଆଇ ସୁବାଷ ଚନ୍ଦ୍ର ମିଶ୍ର ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।