୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପାଇଁ ବିଜେପିର ମାରାଥନ୍‌ ପ୍ରଚାର

0 226

ବୌଦ୍ଧ,୧୨/୨- ଆଜି ବୌଦ୍ଧଜିଲ୍ଲା ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଶ୍ରୀମତି ସନ୍ତୋଷିଣୀ ମହାକୁଡ ଙ୍କ ପାଇଁ ବିଜେପି ଘରକୁ ଘର ବୁଲି ପ୍ରଚାର ଜୋରଦାର କରିଛି । ପ୍ରାର୍ଥିନୀଙ୍କ ସହିତ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଦଳର ବରିଷ୍ଠନେତା ମାଗୁଣି ଗାଇଗୌରିଆ, ନବୀନ ହୋତା, ବୈକୁଣ୍ଠନାଥ ପ୍ରଧାନ, ସ୍ୱାଧୀନ ପ୍ରଧାନ , ପ୍ରେମାନନ୍ଦ ମିଶ୍ରଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।ଏହି ମାରାଥନ ପ୍ରଚାର କାର୍ଯ୍ୟ କ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ୭ ବର୍ଷ ସୁଶାସନ ଉପରେ ଭୋଟର ମାନଙ୍କୁ ବୁଝାଇବା ସହିତ ପଦ୍ମଫୁଲ ଚିହ୍ନରେ ଭୋଟ ଭିକ୍ଷା କରିଥିଲେ ।

hiranchal ad1
Leave A Reply

Your email address will not be published.

five × 1 =