ବୌଦ୍ଧ: ଆଜିର ୧୨୯ ପଜିଟିଭଙ୍କ ସହ ୪ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

0 3,527

ବୌଦ୍ଧ,୫/୫- ଆଜି ବୌଦ୍ଧଜିଲ୍ଲାରେ ପୁଣି ୧୨୯ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ନୂତନ ୧୨୯ ପଜିଟିଭଙ୍କ ସହ ଆଜିପର୍ଯ୍ୟନ୍ତ ୪୦୦୦ ଜଣ ଜିଲ୍ଲାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୧୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମ ପଞ୍ଚାୟତ ଦନ୍ତାପାଲି ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମରୁ ୪ ଜଣ, ମୁଣ୍ଡାପଡା ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଗମ୍ଭାରୀ ପଦର ଗ୍ରାମରୁ ୧ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ସିଙ୍ଗାରୀ ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମରୁ ୭ ଜଣ, ହରଭଙ୍ଗା ବ୍ଲକ ଆଡେଣିଗଡ ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମ ପଞ୍ଚାୟତ କୁଲିମୁଣ୍ଡା ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମରୁ ୧ ଜଣ, ବନ୍ଧାପଥର ଗ୍ରାମରୁ ୨ ଜଣ, ବାଣୀଭୂଷଣପୁର୍‌ ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ ୧ ଜଣ, ଭୀମଖୋଲ ଗ୍ରାମରୁ ୧ ଜଣ, ଧଳପୁର୍‌ ଗ୍ରାମରୁ ୬ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ବୁକେସିଙ୍ଗା ଗ୍ରାମରୁ ୪ ଜଣ, ଲୁଣିବାହାଲ ଗ୍ରାମ ପଞ୍ଚାୟତ ବଡବନ୍ଧ ଗ୍ରାମରୁ ୫ ଜଣ,ମଥୁରା ଗ୍ରାମ ପଞ୍ଚାୟତ ପଙ୍କୁଆଲ ଗ୍ରାମରୁ ୨ ଜଣ, ବୃନ୍ଦାବନ ଗ୍ରାମରୁ ୧ ଜଣ, ପୁରୁଣା କଟକ ଗ୍ରାମ ପଞ୍ଚାୟତ ଯାଜପୁର ଗ୍ରାମରୁ ୧ ଜଣ, ପୁରୁଣା କଟକ ଗ୍ରାମରୁ ୨ ଜଣ, ରାଧାନଗର୍‌ ଗ୍ରାମ ପଞ୍ଚାୟତ ବଡ ବାଗବର୍‌ ଗ୍ରାମରୁ ୧ ଜଣ, ଲାଣ୍ଡିବନ୍ଧ ଗ୍ରାମରୁ ୨ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ବିଶି ପାଲି ଗ୍ରାମରୁ ୧ ଜଣ, ମଲିକପଡା ଗ୍ରାମରୁ ୧ ଜଣ, ସରସରା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ମଲ୍ଲିକୁଦ ଗ୍ରାମରୁ ୧ ଜଣ, ବରଗୋଛା ଗ୍ରାମ ପଞ୍ଚାୟତ ଲୁଣପଙ୍ଗା ଗ୍ରାମରୁ ୧ ଜଣ, ବରଗୋଛା ଗ୍ରାମରୁ ୧ ଜଣ, ବିଳାସପୁର୍‌ ଗ୍ରାମ୍‌ ପଂଚାୟତ ପାଣ୍ଡରି ପଡା ଗ୍ରାମରୁ ୧ ଜଣ, ଗମ୍ଭାରୀଗୋରା ଗ୍ରାମରୁ ୩ ଜଣ, କିରିକିଚିପାଲି ଗ୍ରାମରୁ ୧ ଜଣ, ଗୁଡଭେଲିପଦର ଗ୍ରାମ ପଞ୍ଚାୟତ ଜୟଦପୁର୍‌ ଗ୍ରାମରୁ ୧ ଜଣ, ଗୁଡଭେଲିପଦର ଗ୍ରାମରୁ ୧ ଜଣ, ଡଂଗାଝୋଲ ଗ୍ରାମରୁ ୧ ଜଣ, ଜୋଗୀନ୍ଦ୍ର ପୁର୍‌ ଗ୍ରାମ ପଞ୍ଚାୟତ ଶାନ୍ତିପାଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ସର୍ଗୀ ପାଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୫ ଜଣ, ଖଲିଆ ପାଲି ଗ୍ରାମ ପଞ୍ଚାୟତ ହାତୀ ପାଲି ଗ୍ରାମରୁ ୧ ଜଣ, ଖଲିଆପାଲି ଗ୍ରାମରୁ ୧ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ତୁବୁଡା ଗ୍ରାମରୁ ୧ ଜଣ, ବୁଟୁ ମୁଣ୍ଡା ଗ୍ରାମରୁ ୧ ଜଣ, ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ଆଶ୍ରେଗାଁ ଗ୍ରାମରୁ ୨ ଜଣ, ମସିଣା ଗୋରା ଗ୍ରାମରୁ ୧ ଜଣ, କୁଲୁତାଜୋର୍‌ ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ପିପଲପାଲି ଗ୍ରାମରୁ ୩ ଜଣ, ମନମୁଣ୍ଡା ଗ୍ରାମରୁ ୩ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ପିପଲପାଲି ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମରୁ ୧ ଜଣ, ରେଙ୍ଗାଲି ଗ୍ରାମରୁ ୧ ଜଣ, ରୁଣ୍ଡି ମହୁଲ ଗ୍ରାମ ପଞ୍ଚାୟତ ବରପଦର୍‌ ଗ୍ରାମରୁ ୧ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ ପଥର୍ଲା ଗ୍ରାମରୁ ୧ ଜଣ, ଲୋକାପଡା ଗ୍ରାମରୁ ୧ ଜଣ, ଉମା ଗ୍ରାମ ପଞ୍ଚାୟତ କାନକୁଟୁରୁ ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ଇରିଗେସନ କଲୋନୀରୁ ୧ ଜଣ, ମାଳିସାହିରୁ ୧ ଜଣ, ରାମେଶ୍ୱର ବିହାର ଅଂଚଳର ୩ ଜଣ, ବୁଟୁପାଲିରୁ ୪ ଜଣ, ରାଜନପାଲିର ୧ ଜଣ, ଦୈନିକ ବଜାରର ୨ ଜଣ, ଶହୀଦ ଛକ ଅଞ୍ଚଳରୁ ୧ ଜଣ, କେଉଟ ସକ୍ଷହି ଅଂଚଳର ୨ ଜଣ, ଏନ.ଏ. ସି. ଛକ ଅଞ୍ଚଳରୁ ୧ ଜଣ, ବାବୁସାହିରୁ ୩ ଜଣ, ଏନ.ଏ.ସି. କଲୋନିରୁ ୧ ଜଣ, ରାଜବାଟୀରୁ ୩ ଜଣ, ବ୍ରାହ୍ମଣସାହିରୁ ୧ ଜଣ, ପୋଡାପଡାରୁ ୩ ଜଣ ଓ ନୂଆସାହିରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜି ସୁଦ୍ଧା ବୌଦ୍ଧ ଜିଲ୍ଲାରେ ମୋଟ୍‌ ୪୦୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯୫୭ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୧୫ ଜଣ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ୧୦୨୮ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଥିବା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =