ନିର୍ମାଣର ତିନିମାସ ପରେ ରାସ୍ତା ଦବିଲା, ପ୍ରତିବାଦରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ

0 361

ବୌଦ୍ଧ/ବାଉଁଶୁଣୀ,୮/୭- ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ଥାନା ଜମଟାଙ୍ଗୀ ନିକଟ ଗୁଦୁଗୁଦା ନାଳର ସେତୁ କାମ ଗତ ତିନିମାସ ପୂର୍ବରୁ ସଂପୂର୍ଣ୍ଣ ହୋଇଛି । ତେବେ ସେତୁର ଆପ୍ରୋଚ ରାସ୍ତା ଦବିଯାଇ ଅନେକ ଦୁର୍ଘଟଣା ଘଟୁଥିବାରୁ ପ୍ରତିବାଦରେ ସ୍ଥାନୀୟ ପୁରୁମୁଣ୍ଡା, ଖଲିଆପାଲି , କିରାସିରା, ଜମଟାଙ୍ଗି ଆଦି ଗ୍ରାମର ଲୋକମାନେ ରାଜପଥକୁ ଆଜି ଦିନ ୧୧ ଠାରୁ ଅବରୋଧ କରିଛନ୍ତି ।

hiring

ଫଳରେ ରାଜପଥର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି ।

hiranchal ad1
Leave A Reply

Your email address will not be published.

eleven − 11 =