ଚିକେନ୍ କାଉଣ୍ଟର ଭିତରକୁ ପଶିଲା ଟାଭେରା

0 1,511

ବୌଦ୍ଧ : ଗତକାଲିର ବିଳମ୍ବିତ ରାତିରେ ଜାତୀୟ ରାଜପଥ ନଂ୫୭ର ସରସରା ପନ୍ଥାଇ ପୀଠ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍ରେ ଥିବା ଏକ ଚିକେନ୍ କାଉଣ୍ଟର ପଶିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ୧୧ ଘଣ୍ଟା ସମୟରେ ଭୁବନେଶ୍ୱରରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡକୁ ଯାଉଥିବା ଏକ ଟାଭେରା(ଓଡି ୧୫ଜି ୨୦୭୫) ଭାରସାମ୍ୟ ହରାଇ ସରସରା ଛକ ନିକଟ ପନ୍ଥାଇ ପାଖରେ ଥିବା ଗୋଟିଏ ଚିକେନ୍ କାଉଣ୍ଟର ନିକଟକୁ ରାସ୍ତା ପାଶ୍ୱର୍ ଡ୍ରେନକୁ ଅତିକ୍ରମ କରି ପଶିଯାଇଥିଲା । ରାତ୍ରୀ ସମୟ ହୋଇଥିବାରୁ ଦୋକାନ ନିକଟରେ କେହି ନଥିବାରୁ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଗାଡିରେ ଥିବା ଯାତ୍ରୀ କିମ୍ବା ଚାଳ ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

two × 4 =