ଧାନ ଚାଷ କରି କଣ ଭୁଲ କରିଛନ୍ତି ?

0 136

ଯଦି ରବି ଋତୁରେ ଏ ଦୁଇଟି ପଞ୍ଚାୟତରେ ବେଶୀ ଚାଷ ହୁଏ ନାହିଁ ତେବେ ଯେଉଁମାନେ ଧାନ ଚାଷ କରିଛନ୍ତି ସେମାନେ କଣ ଭୁଲ କରିଛନ୍ତି ? ମଣ୍ଡି ନ ଖୋଲିଲେ ନାହିଁ, କିନ୍ତୁ ନିକଟସ୍ଥ ମଣ୍ଡିରେ କାହିଁକି ସୁଯୋଗ ଦିଆଗଲା ନାହିଁ ? ଏ ଅବହେଳା କାହାର, କାହା ଭୁଲ ପାଇଁ, କାହିଁକି କ୍ଷତି ସହିବେ ? ସରକାରଙ୍କ ନୀତି ନା ତାଙ୍କ ଅଧିକାରୀଙ୍କ ମନୋଭାବ ଦାୟୀ ?

hiranchal ad1
Leave A Reply

Your email address will not be published.

4 × three =