କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୌରାଙ୍ଗ ପ୍ରଧାନଙ୍କ ମାରାଥନ୍‌ ପ୍ରଚାର

0 98

ଗଜପତି,୧୬/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୌରାଙ୍ଗ ପ୍ରଧାନଙ୍କ ପଞ୍ଚାୟତରେ ଜୋରସୋରରେ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଆଜି ସରପଞ୍ଚ ପ୍ରାର୍ଥୀ ଗୌରାଙ୍ଗ ନିଜ ସମର୍ଥକଙ୍କ ସହ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଘରକୁଘର ନିଜର ଚିହ୍ନ ସହ ଭୋଟ ସକାଶେ ଭୋଟର ମାନଙ୍କୁ ଅନୁରୋଧ କରିଥିବାର ଦେଖିବାକୁ ମିଳିଛି । ଭୋଟର ମାନଙ୍କ ସମର୍ଥନ ମଧ୍ୟ ତାଙ୍କ ପ୍ରତି ରହିଥିବାର ଦେଖିବାକୁ ମିଳିଛି । ତାଙ୍କୁ ସମର୍ଥନ ରହିଥିବାରୁ ସରପଞ୍ଚ ପଦବୀ ଜିତିବା ସକାଶେ ସେ ଆଶାବାଦୀ ଅଛନ୍ତି । ଦେଖା ଯାଉ ସମୟ ହିଁ କହିବ କେରାଣ୍ଡି ପଞ୍ଚାୟତ ର ସରପଞ୍ଚ ପଦବୀ କିଏ ହାତେଇବ ?

hiranchal ad1
Leave A Reply

Your email address will not be published.

5 × four =