କଣ୍ଟାବାଞ୍ଜିରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0 143

କଣ୍ଟାବାଞ୍ଜି : ବିଶ୍ୱବ୍ୟାପୀ ମହାମାରୀରୁ ରକ୍ଷା ଓ ରକ୍ତ ଅଭାବରୁ ଜୀବନ ରକ୍ଷା ପାଇଁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ସ୍ଥାନୀୟ ବିଜୁ ପଟନାୟକ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ବି.ଜେ.ଡି. ସାଧାରଣ ସମ୍ପାଦକ ଫିରୋଜ ଖାଁ ଙ୍କ ପ୍ରଚେଷ୍ଠା ରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏସ. ଡି. ପି. ଓ ସରୋଜ କୁମାର ମହାପାତ୍ର, ଆଇ.ଆଇସିସତ୍ୟଜିତ କାଣ୍ଡେଲକର ରହି ରକ୍ତଦାତାକୁ ପ୍ରୋତ୍ସାହନପତ୍ର ପ୍ରଦାନ କରିଥିଲେ । ବିଭିନ୍ନ ସମାଜସେବୀ ସହ ଦଳର କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସହଯୋଗ ଦେଇଥିଲେ । ଡାକ୍ତର ଏସ.ପି.ଡି ପଣ୍ଡାଙ୍କ ସହ ଶିବ ସାହୁ, କୁନାଲ ଦାଶ, ମେଡିକାଲ ଷ୍ଟାଫଙ୍କ ସହଯୋଗରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଫଳ ହୋଇଥିଲା । କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜାର ବ୍ୟବହାରକୁ ମୁଖ୍ୟତଃ ଗୁତୁତ୍ୱ ଦିଆଯାଇଥିଲା ।କଣ୍ଟାବାଞ୍ଜି : ବିଶ୍ୱବ୍ୟାପୀ ମହାମାରୀରୁ ରକ୍ଷା ଓ ରକ୍ତ ଅଭାବରୁ ଜୀବନ ରକ୍ଷା ପାଇଁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ସ୍ଥାନୀୟ ବିଜୁ ପଟନାୟକ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ବି.ଜେ.ଡି. ସାଧାରଣ ସମ୍ପାଦକ ଫିରୋଜ ଖାଁ ଙ୍କ ପ୍ରଚେଷ୍ଠା ରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏସ. ଡି. ପି. ଓ ସରୋଜ କୁମାର ମହାପାତ୍ର, ଆଇ.ଆଇସିସତ୍ୟଜିତ କାଣ୍ଡେଲକର ରହି ରକ୍ତଦାତାକୁ ପ୍ରୋତ୍ସାହନପତ୍ର ପ୍ରଦାନ କରିଥିଲେ । ବିଭିନ୍ନ ସମାଜସେବୀ ସହ ଦଳର କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସହଯୋଗ ଦେଇଥିଲେ । ଡାକ୍ତର ଏସ.ପି.ଡି ପଣ୍ଡାଙ୍କ ସହ ଶିବ ସାହୁ, କୁନାଲ ଦାଶ, ମେଡିକାଲ ଷ୍ଟାଫଙ୍କ ସହଯୋଗରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଫଳ ହୋଇଥିଲା । କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜାର ବ୍ୟବହାରକୁ ମୁଖ୍ୟତଃ ଗୁତୁତ୍ୱ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

two + eleven =