ମୃତକ ଧନମତି ବାରିକଙ୍କ ପରିବାର ହରିଶ୍ଚନ୍ଦ୍ର ସହାୟତାରୁ ବଞ୍ଚିତ ଅଭିଯୋଗ

0 130

ଖପ୍ରାଖୋଲ,୧୬/୯: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମର ଧନମତି ବାରିକଙ୍କ ଗତ ଅପ୍ରେଲ ୧୫ ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାର ଏକ ଗରିବ ପରିବାର ହୋଇଥିବାରୁ ତାଙ୍କର ଶୁଦ୍ଧିକ୍ରିୟା କରିବା ପାଇଁ ପରିବାର ଲୋକେ ହରିଶ୍ଚନ୍ଦ୍ର ଯୋଜନାରୁ ସାହାଯ୍ୟ ଯୋଗାଇଦେବାପାଇଁ ସରପଞ୍ଚ ସୁମତି ପ୍ରଧାନଙ୍କୁ ଜଣାଇଥିଲେ । ଧନମତିଙ୍କ ମୃତ୍ୟୁ ଆଜିକୁ ୫ମାସ ହୋଇଗଲାଣି । ହେଲେ ଏ ପର୍ଯ୍ୟନ୍ତ ହରିଚନ୍ଦ୍ର ଯୋଜନାରୁ ବଞ୍ଚିତ ଥିବା ତାଙ୍କ ପୁଅ ତ୍ରିନାଥ ବାରିକ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + twenty =