ପୁଲିସ-ମାଓବାଦୀ ଗୁଳି ବିନିମୟରେ ସିଆରପିଏଫ ଅଧିକାରୀ ସହିଦ

0 115

ମାଲକାନଗିରି: ଛତିଶଗଡର ବିଜାପୁରଠାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଘଟଣାସ୍ଥଳରେ ସିଆରପିଏଫ ଅଧିକାରୀଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି । ମୃତକ ହେଲେ ୧୬୮ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡର ଏସବି ତିର୍କୀ । ଏଣେ ଏହି ଘଟଣାରେ ଜଣେ ଯବାନ ଗୁରୁତର ଥିବା ବି ଜଣାଯାଇଛି । ବିଜାପୁର ବାସାଗୁଡା ଥାନା ତିମାପୁର ଜଂଗଲରେ ଗୁଳି ବିନିମୟ ସମୟରେ ଏଭଳି ଅଘଟଣ ଘଟିଥିବା ନେଇ ବିଜାପୁର ଏସପି କମଲୋଚନ କଶ୍ୟପ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 3 =