ଭର୍ଚୁଆଲ ମାଧ୍ୟମରେ ନୂଆପଡାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାକମ୍ଭ କଲେ ମୁଖ୍ୟମନ୍ତ୍ରୀ

0 49

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୬୪୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ପ୍ରଦାନ କରିବା ସହ ଗ୍ରାମଞ୍ଚରେରେ ୧ଲକ୍ଷ ୬୩ ହଜାର ୭୦୬ ଜଣ ଓ ସହରାଞ୍ଚଳରେ ୮ ହଜାର ୯୩୪ ଜଣଙ୍କୁ ସ୍ମାର୍ଟ କାର୍ଟ ଦିଆଯିବ। ତାସହ ଜିଲ୍ଲାର ବିକାଶ ପାଇଁ ୪୭୯ କୋଟି ୮୯ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରାଯାଇଛି।

hiranchal ad1
Leave A Reply

Your email address will not be published.

9 − three =