ଦଶପଲ୍ଲାରେ ଉପସ୍ଥିତି ଜାହିର୍‌ କଲା ଓମିକ୍ରନ

0 127

ଦଶପଲ୍ଲା : ଗତକାଲି ଦଶପଲ୍ଲାରେ ପ୍ରଥମ କରି ୭ ଜଣ ଓମିକ୍ରନ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଦଶପଲ୍ଲା ବ୍ଲକ ଅଞ୍ଚଳରେ ୨ ଜଣ ରୋଗୀ ଚିହ୍ନଟ ହୋଇଥୁବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୫ ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣଯାଇଛି । ସମସ୍ତେ ମାସ୍କ ବ୍ୟବହାର କରିବା ସହିତ ସଚେତନ ରହିବାକୁ ଅନୁରୋଧ ବ୍ଲକ୍‌ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

eleven − 3 =